BSE Odisha Class 10 Mathematics – Chapter 1: ସରଳ ସହସମୀକରଣ ସୂତ୍ର
ଅଧ୍ୟାୟ 1 – ସରଳ ସହସମୀକରଣ ଦୁଇଟି ଚଳରେ ଦୁଇଟି ସରଳ ସହସମୀକରଣର ସାଧାରଣ ରୂପ: a₁x + b₁y + c₁ = 0 a₂x + b₂y + c₂ = 0 1. ନିର୍ଣ୍ଣାୟକ D = a₁b₂ − a₂b₁ Dₓ = b₁c₂ − b₂c₁ Dᵧ = c₁a₂ − c₂a₁ 2. କ୍ରାମରଙ୍କ ନିୟମ x = Dₓ / D y = Dᵧ / D 3. ସମାଧାନର ସର୍ତ୍ତ ଏକମାତ୍ର ସମାଧାନ: a₁/a₂ ≠ b₁/b₂ ଅସଂଖ୍ୟ ସମାଧାନ: a₁/a₂ = b₁/b₂ = c₁/c₂ କୌଣସି ସମାଧାନ ନାହିଁ: a₁/a₂ = b₁/b₂ ≠ c₁/c₂ 4. ବକ୍ରଗୁଣନ ପଦ୍ଧତି x/(b₁c₂ − b₂c₁) = y/(c₁a₂ − c₂a₁) = 1/(a₁b₂ − a₂b₁) 5. ଏକ ଚଳରେ ସରଳ ସମୀକରଣ ax + b = 0, a ≠ 0 x = −b/a Binapani Education ଶିଖନ୍ତୁ • ଅଭ୍ୟାସ କରନ୍ତୁ • ସଫଳ ହୁଅନ୍ତୁ