BSE Odisha Class 10 Mathematics – Chapter 1: ସରଳ ସହସମୀକରଣ ସୂତ୍ର

ଅଧ୍ୟାୟ 1 – ସରଳ ସହସମୀକରଣ

ଦୁଇଟି ଚଳରେ ଦୁଇଟି ସରଳ ସହସମୀକରଣର ସାଧାରଣ ରୂପ:

a₁x + b₁y + c₁ = 0

a₂x + b₂y + c₂ = 0

1. ନିର୍ଣ୍ଣାୟକ

D = a₁b₂ − a₂b₁

Dₓ = b₁c₂ − b₂c₁

Dᵧ = c₁a₂ − c₂a₁

2. କ୍ରାମରଙ୍କ ନିୟମ

x = Dₓ / D

y = Dᵧ / D

3. ସମାଧାନର ସର୍ତ୍ତ

  • ଏକମାତ୍ର ସମାଧାନ: a₁/a₂ ≠ b₁/b₂
  • ଅସଂଖ୍ୟ ସମାଧାନ: a₁/a₂ = b₁/b₂ = c₁/c₂
  • କୌଣସି ସମାଧାନ ନାହିଁ: a₁/a₂ = b₁/b₂ ≠ c₁/c₂

4. ବକ୍ରଗୁଣନ ପଦ୍ଧତି

x/(b₁c₂ − b₂c₁) = y/(c₁a₂ − c₂a₁) = 1/(a₁b₂ − a₂b₁)

5. ଏକ ଚଳରେ ସରଳ ସମୀକରଣ

ax + b = 0, a ≠ 0

x = −b/a


Binapani Education
ଶିଖନ୍ତୁ • ଅଭ୍ୟାସ କରନ୍ତୁ • ସଫଳ ହୁଅନ୍ତୁ

Comments

Popular posts from this blog

BSE Odisha Class 10 Mathematics – All Important Formulas | ସମ୍ପୂର୍ଣ୍ଣ ସୂତ୍ରାବଳୀ

Welcome to Binapani Education – Odisha Study Materials

Mathematics Resources